କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨ ୫ /୦୬/୨୦୨୦, ଆଜି ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରୁଛନ୍ତି ଏ. ଏସ. ଆଇ କୋର କମିଟି ସଦସ୍ୟ ଏନ. ସି. ପାଲ |ଏବଂ ତାଙ୍କ ସହିତ ଫୋଟୋଗ୍ରାଫି ଟିମ ଓ ବିଶେଷଜ୍ଞ ଟିମ ମଧ୍ୟ ଅଛନ୍ତି |ସେମାନେ ଗର୍ଭଗୃହ, ନାଟମଣ୍ଡପ, ଏବଂ ଜଗମୋହନ ସ୍ଥିତି ଅନୁଧ୍ୟାନ କରିବେ |ଗରୁଡ ସ୍ତମ୍ଭ ନିକଟ କ୍ରାକ ବିମ ସ୍ଥିତି ପରଖିବେ| ଏ. ଏସ. ଆଇ ଟିମ ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାରରେ ଭାରା ବନ୍ଧା ଯାଇଛି |ପୂର୍ତ୍ତ ବିଭାଗର ଏକ ଟିମ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଥିବାର ସୂଚନା ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ବି. କେ. ତ୍ରିପାଠୀ କହିଛନ୍ତି |