
ଜଗନ୍ନାଥ ପ୍ରସାଦ 23/06/2020-ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୱେବ ମିଡିଆ ସମ୍ବାଦିକ ମାନଙ୍କ ଏକ ବୈଠକ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ ଙ୍କ ପୈ।ରହିତ୍ୟ ରେ କଲ୍ୟାଣ ମଣ୍ଡପ ଠାରେ ପବିତ୍ର ରଥ ଯାତ୍ରା ଅବସରରେ ଅନୁଷ୍ଠିତ ହୋଇଯାଇଛି।ଏକତା,ଓ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ପର୍କରେ ଆଲୋଚନା ହେବ ସହ,ଯେ କୌଣସି ସାମ୍ବାଦିକ ର ଖବର ସଂଗ୍ରହ ସମୟ ରେ ଅସୁବିଧା ର ସମ୍ମୁଖୀନ ହେଲେ ସମସ୍ତ ସାମ୍ବାଦିକ ସେଠାରେ ପହଂଚି ସାହାଯ୍ୟ ସହଯୋଗ କରିବେ,ପ୍ରତେକ ମାସର ଶେଷ ସପ୍ତାହ ରେ ବୈଠକ କରାଯିବ ନିଷ୍ପତ୍ତି ନିଆ ଯାଇଛି।
ଆଗାମୀ ଦିନ ରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୱେବ ମିଡ଼ିଆ ବନ୍ଧୁ ମାନଙ୍କୁ ଅନୁରୋଧ କରି ବୈଠକ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୱେବ ମିଡ଼ିଆ ର ସାମ୍ବାଦିକ ନିରାକାର ସାହୁ,ପବିତ୍ର ପ୍ରସାଦ ମହାପାତ୍ର ,ପ୍ରିୟବ୍ରତ ନାୟକ,ଚିତ୍ତରଞ୍ଜନ ଗନ୍ତ।ୟତ ମୃତ୍ୟୁଞ୍ଜୟ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରମୁଖ ଆଜିର ବୈଠକ ରେ ଯୋଗ ଦେଇ ନିଜ ମତ ରଖିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO