ନୌଗାଓଁ (ଆସାମ) -ଆସାମର ନୌଗାଓଁ ଜିଲ୍ଲାରେ 37 ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 18 ଜଣ ସେନାର ଜବାନ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମିସା ସ୍ଥିତ ସେନା ଶିବିରରେ 19 ଜଣ ସୈନିକଙ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ସମସ୍ତଙ୍କୁ ଚିକିତ୍ସା ପାଇଁ ତେଜପୁରୀର ଆର୍ମି ବେସ୍ ହସ୍ପିଟାଲକୁ ପଠାଯାଇଛି। ଏଥିସହ ଅନ୍ୟ ସାଧାରଣ ନାଗରିକଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।