ଓଡିଶା ୧୦୦ ଜଣଙ୍କ ଠାରୁ ଜୋରିମାନା ଆଦାୟ desk June 21, 2020 ଭୁବନେଶ୍ୱର । ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୦୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ବ୍ରହ୍ମପୁର ଏସପି ରା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା ଏହି ସମୟ ମଧ୍ୟରେ ୧୩୯ଟି ବାହନରୁ ଜୋରିମାନା ଆଦାୟ କରା ଯାଇଥିବା ସୂଚନା ଦିଆ ଯାଇଛି । Tags: Berhampur SP Continue Reading Previous: ରାଜ୍ୟରେ ଗତ ୨୪ ଘଂଟାରେ ୪୬୨୮ ନମୁନାର ପରୀକ୍ଷଣNext: ଗଞ୍ଜାମ ଜିଲ୍ଲାରେ ୪୦ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୩୧ କୁ ବୃଦ୍ଧି : ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟ ୭ କୁ ବୃଦ୍ଧି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 05 May 2024 important news 1 min read ଓଡିଶା Indo Kaling Times 05 May 2024 important news May 5, 2024 ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମରଣ କଲେ ରାଜ୍ୟପାଳ ଓଡିଶା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମରଣ କଲେ ରାଜ୍ୟପାଳ May 5, 2024 ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଓଡିଶା ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ May 5, 2024