ଓଡିଶା ୧୦୦ ଜଣଙ୍କ ଠାରୁ ଜୋରିମାନା ଆଦାୟ desk June 21, 2020 ଭୁବନେଶ୍ୱର । ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୦୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ବ୍ରହ୍ମପୁର ଏସପି ରା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା ଏହି ସମୟ ମଧ୍ୟରେ ୧୩୯ଟି ବାହନରୁ ଜୋରିମାନା ଆଦାୟ କରା ଯାଇଥିବା ସୂଚନା ଦିଆ ଯାଇଛି । Tags: Berhampur SP Continue Reading Previous: ରାଜ୍ୟରେ ଗତ ୨୪ ଘଂଟାରେ ୪୬୨୮ ନମୁନାର ପରୀକ୍ଷଣNext: ଗଞ୍ଜାମ ଜିଲ୍ଲାରେ ୪୦ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୩୧ କୁ ବୃଦ୍ଧି : ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟ ୭ କୁ ବୃଦ୍ଧି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ 1 min read ଓଡିଶା କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ December 15, 2025 ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 1 min read ଓଡିଶା ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି December 15, 2025 ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ 1 min read ଓଡିଶା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ December 15, 2025