ଭୁବନେଶ୍ୱର। ବ୍ରହ୍ମପୁରରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଗତ ୨୪ ଘଂଟାରେ ୧୮୯ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି ବୋଲି ବ୍ରହ୍ମପୁର ଏସପି ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ସେହିପରି ଏହି ଅବଧିରେ ୫୦ ଲିଟର ମଦ ଜବତ କରା ଯାଇଥିବା ସୂଚନା ଦିଆ ଯାଇଛି । ଏହି ସମୟ ମଧ୍ୟରେ ୯୬ ଟି ବାହନରୁ ଚାଲାଣ କଟା ଯାଇଥିବା ମଧ୍ୟ ସୂଚନା ଦିଆ ଯାଇଛି ।