![](https://indokalingtimes.com/wp-content/uploads/2020/06/ikt.jpeg)
-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
![](https://indokalingtimes.com/wp-content/uploads/2020/06/corona-pic-300x170.jpg)
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୩୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ କଟକ ଜିଲ୍ଲାରେ ୩୨୩ ଜଣ, ବାଲେଶ୍ୱର ଜିଲ୍ଲୀରେ ୨୦୪, କେନ୍ଦ୍ରାପଡା ଜିଲ୍ଲାରେ ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୫୮, ପୁରୀ ଜିଲ୍ଲାରେ ୧୫୫, ଜଗତସିଂହପୁର ଜିଲ୍ଲାରେ ୧୫୪ , ବଲାଙ୍ଗୀର ଜିଲ୍ଲାରେ ୧୪୩ ଜଣ ତଥା ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୨୬, ମୟୁରଭଂଜ ଜିିଲ୍ଲାରେ ୧୨୧ ଜଣ ଓ ନୟାଗଡ ଜିଲ୍ଲାରେ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ![](https://indokalingtimes.com/wp-content/uploads/2020/06/apanbazaR-ADVT-163x300.jpg)
![](https://indokalingtimes.com/wp-content/uploads/2020/06/apanbazaR-ADVT-163x300.jpg)
ଗଜପତି ଜିଲ୍ଲାରେ ୯୯, ନୂଆପଡା ଜିଲ୍ଲାରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କନ୍ଧମାଳ ଜିଲ୍ଲାରେ ୮୯, କେନ୍ଦୁଝର ଜିଲ୍ଲାରେ ୭୦, କଳାହାଣ୍ଡି ଜିଲ୍ଲାରେ ୫୭ ଢେଙ୍କାନାଳ ଜିଲ୍ଲାରେ ୫୧, ଦେବଗଡ ଜିଲ୍ଲାରେ ୪୦, ଅନୁଗୁଳ ଜିଲ୍ଲାରେ ୪୧ ତଥା ବୌଦ୍ଧ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବରଗଡ ଜିଲ୍ଲାରେ ୩୪ , ସମ୍ବଲପୁର ଜିଲ୍ଲାରେ ୨୩ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୭ , ରାୟଗଡା ଜିଲ୍ଲାରେ ୭ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।