ସୂଚନା ଅନୁଯାୟୀ ସେ ସାଉଥ କୋ ବିଦ୍ୟୁତ ବିଭାଗ ର ତିଳିସିଂ ସେକ୍ସନ ର ଗ୍ରେଡ଼ ବି ଲାଇନ ମ୍ୟାନ ଭାବେ କାର୍ଯ୍ୟରତ l ପ୍ରଥମେ ପଞ୍ଚାନନ ଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l