
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗଂଜାମ ଜିଲ୍ଲା ଗାଙ୍ଗପୁର ପୋଲିସ ନିମିନା ଓ ବିଛଂଣା ଗାଁରେ ଅଚାନକ ଚଢାଉ କରିଛି । ଏହି ଦୁଇ ଗାଁରେ ଗଲା କିଛି ବର୍ଷ ହେବ ବେଅ।ଇନ ଭାବେ ଗୁଟୁଖା ଓ ଖୈନି ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ପାଖରେ ଖବର ରହିଥିଲା । ଗଲା କିଛି ଦିନ ତଳେ 25ଲକ୍ଷରୁ ଅଧିକ ଟଙ୍କାର ଗୁଟୁଖା କୁ ପୋଲିସ ଜବତ କରିଥିବା ବେଳେ ଅ।ଜି ପୁଣି ଚଢାଉ କରି ଲକ୍ଷାଧିକ ଟଙ୍କାର ଧୂଅଁ। ପତ୍ରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।।।