ଜଗନ୍ନାଥ ପ୍ରସାଦ11ଜିଲ୍ଲା ସଡନ ଘୋଷଣା କରିଛନ୍ତି ସରକାର ଏହାକୁ ଜଗନ୍ନାଥ ପ୍ରସାଦ ବ୍ଲକର ସମସ୍ତ ଗ୍ରାମର ଜନସାଧାରଣଙ୍କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ବାର୍ତା ଏବଂ ମୁଖ୍ୟ ସାଶନ ସଚିବ ନିର୍ଦେଶ କ୍ରମରେ କୋରନା ମହାମାରୀ ଠାରୁ ଦୁରେଇ ରହିବା କୁ ଜନସାଧାରଣ ସଶନମାନ ର ସହ ପାଳନ କରିଥିବା ଦେଖିବାକୁ ମିଳିଛି ବାଧ୍ୟତା ମୂଳକ ଯେପରି ମେଡିକାଲ କିମ୍ବା ଏ. ଟି.ଏମ ଏଇପରି ଆବଶ୍ୟକତା ଥିଲେ ହିଁ ଲୋକଙ୍କୁ ଦେଖିବାକୁ ମିଳୁଛି ହେଲେ ପୋଲିସ ର କଡା
ପହରା ଯୋଗୁଁ କେହିବି ଯାଉନାହିଁ ଜଗନ୍ନାଥପ୍ରସାଦ ଆଇ ଆଇ. ସି ଯୁବରାଜସ୍ୱାଇଁ ନିଜର କର୍ମଚାରୀ କଡା ପଦକ୍ଷେପ ନବା ନିମନ୍ତେ ନିର୍ଦେଶ ଦେଇଛନ୍ତି ଯାହାକୁ ଦେଖିବ ପ୍ରଥମେ ତାର ମାସ, ଏବଂ ତାର ଆଇ କାର୍ଡ ଯାଞ୍ଚ କରିବାକୁ କହିଛନ୍ତି
ଗଞ୍ଜାମ ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତଙ୍କ ରିପୋର୍ଟ