
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଇଥିବା କୋରାନ ବାତ୍ତା କୁ କିପରି ପାଳନ କରିବା ବିଷୟରେ ବୁଝାଇ ଥିଲେ ଏବଂ ତା ସହିତ ମୁଖ୍ୟମନ୍ତ୍ରୀ ଙ୍କ ବାତ୍ତା ଏବଂ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାତ୍ତା ଖବର କାଗଜ ରୁ cut piece ବାହାର କରି ଅନ୍ତଵାସୀ ବଣ୍ଟାନ କରାଯାଇ ଥିଲା । ତା ସାଙ୍ଗେ ସାଙ୍ଗେ କୁନି କଣ୍ଠ ଶିଳ୍ପୀ ପ୍ରାର୍ଥନା ଚାଁନେଲ ରାଜ୍ୟ ଦ୍ୱତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ବିଶ୍ୱଜିତ ମହାରଣା ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ତିନିଟା ଯାକ ସଂଘରୋଧ କେନ୍ଦ୍ର ରେ ଦୁଇଟି ଲେଖାଁଏ ଭଜନ ଗାଇ ମନ ମୁଗ୍ଧ କରିବା ସହିତ ଭଜନ ଦୂରା ଆଧ୍ୟାତ୍ମିକ ପରିବେଶ ସୁଷ୍ଟି କରିଥିଲେ ଏବଂ ପ୍ରଶାନ୍ତ କୁମାର ପ୍ରଧାନ ଯିଏ କି ଜଣେ ସ୍ୱେଚ୍ଛାସେବି ତାଙ୍କର ସହଯୋଗୀ ମାନଙ୍କ ସହିତ ଆସି ବି.ଡି.ପୁର ସଂଘରୋଧ କେନ୍ଦ୍ର ରେ ଥିବା ଅନ୍ତଵାସୀ ମାନଂକୁ ସଚେତନ କରିଥିଲେ । ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ସ୍ବାଗତଂ କରିବା ସହିତ ସଚେତନ କରିଥିଲେ । ଧନ୍ୟବାଦ ଦେଇଥିଲି ଯୁବ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ଗ୍ରାମପଂଚାୟତ ନିର୍ବାହି ଅଧିକାର ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଓ ଜି.ଆର.ଏସ୍ ଶ୍ରୀ ସରୋଜ କୁମାର ନାୟକ ସଂଘରୋଧ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି ବି.ଡି.ପୁର ସହର ବ୍ୟବସାୟୀ ସଂଘ ବିଭିନ୍ନ ଲୋକ ଯୋଗ ଦେଇଥିଲେ ଅଭିମନ୍ୟୁ ସ୍ୱାଇଁ, ଜିତେନ୍ଦ୍ର ରଥ, ନାରାୟଣ ମହାରଣା ଶିଶିର ସ୍ୱାଇଁ, ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ