ଭୁବନେଶ୍ୱର – ବନ୍ଦ ହୋଇଥିବା ଡ୍ୟାନ୍ସ ବାର୍ ଖୋଲିବା ନେଇ ଅବକାରୀ କମିଶନ ଦେଇଥିବା ଅନୁମତିକୁ ରଦ୍ଧ କରିବାପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ଡ୍ୟାନ୍ସବାର ପରମ୍ପରା ଓ ସଂସ୍କୃତିର ପରିପନ୍ଥୀ । ଏହା ସମାଜ ପାଇଁ ଭଲ ନୁହେଁ । ଏହାଦ୍ୱାରା ଅପରାଧ ବୃଦ୍ଧି ପାଇବ । ଡ୍ୟାନ୍ସ ବାର୍ ଗୁଡିକୁ ଯଦି ବନ୍ଦ କରାନଯାଏ ଏହାର ପ୍ରତିବାଦରେ ଆନେ୍ଦାଳନ କରାଯିବ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
Related Stories
November 22, 2024