ଭୁବନେଶ୍ୱର – ନନ୍ଦନକାନନରେ ହାରପିକ୍ ରୋଗରେ ମୃତ୍ୟୁବରଣ କରିଥିବା ହାତୀ ମୃତ୍ୟୁ ଘଟଣା ଉପରେ ଅନୁଧ୍ୟାନ କରିବା ପାଇଁ ସେଂଟ୍ରାଲ୍ ଜୁ ଅଥରିଟିର ସଦସ୍ୟ ଓଡ଼ିଶା ଗସ୍ତରେ ଆସିବେ ବୋଲି ନନ୍ଦନକାନ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନନ୍ଦନକାନନରେ ଗତ ଅଗଷ୍ଟ ମାସ ଠାରୁ ଚାରିଟି ହାତୀଙ୍କର ଉପରୋକ୍ତ ରୋଗରେ ମୃତ୍ୟୁ ହୋଇଛି ।
Related Stories
November 25, 2024