Related Stories
November 23, 2024
ବ୍ରହ୍ମପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଓଡ଼ିଶା ମାଟିରେ ଭାରତର ଯେକୌଣସି ପ୍ରବାସୀ ନ ଚାଲିକରି ଯିବେ ନା ଭୋକିଲା ରହିବେ ଏହି କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ଲାଗୁ କରାଯାଇି । ସେହିପରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଖାଦ୍ୟର ଆୟୋଜନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସ୍ଥାନୀୟ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତା ଉପସ୍ଥିତରହି ବଣ୍ଟନ କରିଥିଲେ । ଅଜିତ ପଣ୍ଡା, ମଦନ ଦଳେଇ, ସଞ୍ଜିତ ପାଣିଗ୍ରାହୀ, ତେଜସ୍ୱର ସ୍ୱାମୀ, ନେତାଜୀ ପାତ୍ର, ତାପସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।