
ଜଗନ୍ନାଥପ୍ରସାଦ ବ୍ଲକର ବି.ଡି.ପୁର ଗ୍ରାମ ପଂଚାୟତ ଠାରୁ ଚନ୍ଦ୍ର ଶେଖର କୃଷି ଉଚ୍ଚ ବିଦ୍ୟାଳୟ ପ୍ରଯ୍ୟନ୍ତ ସଙ୍ଗରୋଧ ଗୃହ ରେ ଥିବା ଅନ୍ତଃବାସୀ ଏବଂ ଗ୍ରାମ ପଂଚାୟତ ସହ ସହ ଲୋକମାନଙ୍କୁ ନେଇ ସାମାଜିକ ଦୂରତା ରକ୍ଷାକ ରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସନ୍ଧ୍ୟା ୦୫.୩୦ ରେ ଓଡ଼ିଶାର କରୋନା ଯୋଦ୍ଧା ଙ୍କୁ ସମ୍ମାନ ଜଣାଇ ଗର୍ବର ସହ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଛି ଓଡ଼ିଆ ଜାତୀୟତା, ଓଡ଼ିଆ ସ୍ୱାଭିମାନର ପରିଚୟ। ସମସ୍ତଙ୍କ ସହଯୋଗରେ କରୋନାର ସଫଳ ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ସାଜିଛି ତୃଣମୂଳ ସ୍ତରରୁ କୋଭିଡ଼-୧୯ର ଦୃଢ଼ ମୁକାବିଲା ନିମନ୍ତେ ସଦା ସର୍ବଦା କାର୍ଯ୍ୟରତ ନିସ୍ୱାର୍ଥପର କୋଭିଡ ଯୋଦ୍ଧାଙ୍କର ପାରଦର୍ଶିତାକୁ ସମ୍ମାନ ଜଣାଇବା ସହ । ଏହା ପଛରେ ଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ମଧ୍ୟ ସମ୍ମାନ ଜଣାଇଛନ୍ତି
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନଗନ୍ତାୟତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO