ଭୁବନେଶ୍ୱର– ବାତ୍ୟା ଅମ୍ଫନ କାରଣରୁ ଦୁଇ ଦିନ ରଥ ନିର୍ମାଣ କାମକୁ ବନ୍ଦ ରଖା ଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆ ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଅପର ପକ୍ଷରେ ବାତ୍ୟାକୁ ଆଖି ଆଗରେ ରଖି ରଥ ଖଳାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ରଥକୁ ଘୋଡାଇ ରଖିବା ସ