
ଅନୁଗୁଳ-ଅନୁଗୁଳ ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ ଜିଲ୍ଲାରୁ କୋରନା ଚିହ୍ନଟ ପାଇଁ ବୁଧବାର ସୁଦ୍ଧା 1972 ଟି ନମୁନା ସଂଗ୍ରହ କରାଯାଇ ଅଛି।ତେବେ ଆଜି ସୁଦ୍ଧା 1863 ଟି ନମୁନା ର ରିପୋର୍ଟ ହସ୍ତଗତ ହୋଇ ସାରିଛି।ହସ୍ତଗତ ହୋଇଥିବା ରିପୋର୍ଟରେ 15 ଜଣ କୋରନା ସଂକ୍ରମିତ ବୋଲି ସରକାର ଘୋଷଣା କରିଥିଲେ।ଅବଶିଷ୍ଟ 109 ଟି ରିପୋର୍ଟ କୁ ଅପେକ୍ଷା କରାଯାଇଅଛି।