କଟକ : କଟକ ଲକ ଡାଉନ ସମୟରେ ଅସହାୟ ଓ ଖଟିକିୟା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଲେ ମୁସଲିମ ୟୁଥ ଆସୋସିଏସନ। କଟକ ଦେୱାନ ବଜ଼ାରରେ ମୁସଲିମ ୟୁଥ ଆସୋସିଏସନ ତରଫରୁ ଲକ ଡାଉନ ସମୟରେ ଯେଉଁ ମାନେ ଖାଇବାକୁ ପାଉ ନାହାଂତି. ଅସହାୟ ଓ ଗରିବଶ୍ରେଣୀ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛି ଏହି ସଂଗଠନ ଏହି ସଂଗଠନରେ ପ୍ରାୟ ସବୁ ସଭ୍ୟ ମାନେ ଦିନରାତି ଏକ କରି କିପରି ଭାବରେ ବଣ୍ଟନ ହେବ ସେ ନେଇ କାର୍ଯ୍ୟ ତୁଲାଉଛନ୍ତି. ଏମାନଙ୍କ ପ୍ରୟାସ ପାଇଁ ଆଜି ସମସ୍ତେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି. ଲକ ଡାଉନ ଯୋଉ ପର୍ଯନ୍ତ ହେବ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭ୍ୟ ମାନେ କହିଛନ୍ତି. ସେମାନେ ହେଲେ ସାକିବ ଖାଁ. ରହିଲ ଅହମଦ. ସମର ରା଼ଜ଼l. ସୟଦ ଆସିଫ ଅଲି. ବସିର ଅହମଦ. ଦାନିଶ ମୁର୍ତ୍ତୃଜା. ସେକ ଜଲୀଲ. ଏମ. ଡ଼ି. ଆସିଫ ଅବଦୁଲ କାଦିର. ଏମ. ଡ଼ି. ମାହେରଜ।