ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ-କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତ ଦେଶବାସୀ ସରକାର ଙ୍କୁ ସମର୍ଥନ ଜଣାଇଛନ୍ତି।ଏଥିସହ ସରକାର ଙ୍କ ରିଲିଫ ଫଣ୍ଡକୁ ମଜବୁତ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି।ଆଜି ବି.ଡି ପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ୫ହଜାର ଟଙ୍କା ଲେଖାଏଁ ଦାନ କରିଛନ୍ତି।ଏହି ଡ୍ରାଫ୍ଟ କୁ ସେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।
Related Stories
November 25, 2024