![](https://indokalingtimes.com/wp-content/uploads/2019/09/IKT-logo-2.jpg)
କୋରାଇ – ପାଣିକୋଇଲି ପୁଲିସ ମଦୁଆ ଟ୍ରକ ଚାଳକଙ୍କୁ ମଦ ପିଇ ଗାଡି ଚଳାଉଥିବା ଅବସ୍ଥାରେ ଧରି ଆଜି କୋର୍ଟ ଚାଲାଣ କରିଛି । ଚାଳକ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାର କୃଷ୍ଣ ବେହେରାଙ୍କ ପୁଅ ଚରଣ(୩୫) ବୋଲି ଜଣାପଡିଛି । ରାଜପଥର ପୋଟ୍ରୋଲିଙ୍ଗ ସମୟରେ ମଦୁଆ ବାଇକ ଓ ଟ୍ରକ ଚାଳକଙ୍କୁ ଚେକିଙ୍ଗ ସମୟରେ ଚରଣ ପୁଲିସ ହାବୁଡରେ ପଡିଥିଲା । ବୁଦ୍ଧିରାମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।