
କୋଭିଡ-୧୯ ଯୋଗୁଁ ପ୍ରଶାସନ ତରଫରୁ ଲକ ଡାଉନ ଘୋଷଣା କରାଯାଇଛି।ଯାହାଫଳରେ ଜଗନ୍ନାଥପ୍ରସାଦ ସହରରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ପରିବା ଦୋକାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି।ହେଲେ ବ୍ୟାଙ୍କ ସବୁଖୋଲା ଥିବାବେଳେ ସେଠାରେ ଦୂରତା ରକ୍ଷା କରିବାକୁ ପ୍ରଶାସନ ବାରମ୍ବାର ତାଗିତ କରୁଥିବା ସତ ହେଲେ ଷ୍ଟେଟବ୍ୟାଙ୍କ, ଇଣ୍ଡିଆନବ୍ୟାଙ୍କ, ଋଷୁକୁଲିଆବ୍ୟାଙ୍କ, ମିନିବ୍ୟାଙ୍କ ପରି ସବୁ ଜାଗାରେ ଜନଗହଳି ଦେଖିବା କୁମିଳିଛି ଦିନ ଦଶଟା ରେ ପୋଲିସ ଆସିବା ପରେ ଯାଇ ଗହଳି ଥିବା ଲୋକଙ୍କୁ ଦୂରତା ରକ୍ଷାକରିବାକୁ କହିବା ଯୋଗୁଁ ଲୋକମାନେ ଡିଷ୍ଟାନ୍ସ ରକ୍ଷା କରିଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO