
ବ୍ରହ୍ମପୁର:ସୋରଡ଼ା ବଡଦାଣ୍ଡ ଠାରେ ମା କନ୍ଧୁଣି ଦେବୀ ମହୋତ୍ସବ ଉଦଯାପନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଵିଜ୍ଞାନ ଓ କାରିଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସାଂସଦ ବ୍ରହ୍ମପୁର ଚନ୍ଦ୍ର ଶେଖର ସାହୁ ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟକ ଗୋପାଳପୁର ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଛତ୍ରପୁର ସୁବାସ ଚନ୍ଦ୍ର ବେହାର, ବିଧାୟକ ସୋରଡ଼ା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।