ବେଲଗୁଣ୍ଠା -୮/4 / ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଏକ ଜୁଆ ଆଡା଼ ଚାଲିଥିବା ଖବର ପାଇ ଗାଂଗପୁର dsp ସଂଜୟ କୁମାର ମହାପାତ୍ର ଓ iic ଧିରେଷ୍ କୁମାର ଦାସ ସଦଳଵଳେ ଚଢ଼ାଉ କରି 9 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ 8100 ଟଙ୍କା 3 ଟି ମୋଵାଇଲ ଫୋନ ଓ ତାଶ ଜବତ କର 87/20 ରେ ଏକ ମାମଲା ରୁଜୁ କରି ସମସ୍ତ ଯୁଆଡିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ପୋଲିସ କହିଛି, ସେହିପରି ଝରପାରି ଗ୍ରାମରେ ଚାଲିଥିବା ଆଉ ଏକ ଜୁଆ ଆଡ୍ଡା ରେ ଗାଂଗପୁର ପୋଲିସ ଚଢ଼ାଉ କରି ନଗଦ 10 100 ଟଙ୍କା 3 ଟି ମୋଵାଇଲ ଫୋନ ଜବତ କରିଥିବା ବେଳେ 6 ଜଣ ଜୁଆଡିଙ୍କୁ ଗିରଫ 88/20 ରେ ଆଉ ଏକ ମାମଲା ରୁଜୁ କରି ଆସ୍କା କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି,

Related Stories
November 24, 2024
November 24, 2024