
ଜଗନ୍ନାଥ ପ୍ରସାଦ-ବି.ଡିପୁର ଗ୍ରାମ ପଂଚାୟତ ଠାରେ ସାସଂଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ଓ ଯୁବ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ଙ୍କ ନେତୃତ ରେ ତେନ୍ତୁଳିଆ ଗ୍ରାମ ର ଶ୍ରୀ ଜଗନ୍ନାଥ SHG ଗ୍ରୁପ ଦୂରା ୧୫୦ ଜଣଙ୍କ ପାଇଁ ରନ୍ଧନ ଖାଦ୍ୟ ପ୍ରସ୍ତୁତ କରାଯାଇ ବି.ଡିପୁର ଗ୍ରାମ ପଂଚାୟତର ଅସହାୟ,ନିସହାୟା, ଗରିବ,ଗୁରୁବା ଓ ନିରାଶ୍ରୟ ବ୍ୟକ୍ତି ମାନଂକୁ ଖାଦ୍ୟ ବଣ୍ଟନ କାଯ୍ୟ ଆଜି ଠାରୁ ସରକାର ଙ୍କ lock down ପ୍ରଯନ୍ତ ଅନିଦ୍ଧିଷ୍ଟ କାଳ ପ୍ରଯନ୍ତ ବଣ୍ଟନ କାଯ୍ୟ ଆରମ୍ଭ କରାଗଲା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO