
ଜଗନ୍ନାଥ ପ୍ରସାଦ-ବି.ଡିପୁର ଗ୍ରାମ ପଂଚାୟତ ଠାରେ ସାସଂଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ସରପଞ୍ଚ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ଓ ଯୁବ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ ଙ୍କ ନେତୃତ ରେ ତେନ୍ତୁଳିଆ ଗ୍ରାମ ର ଶ୍ରୀ ଜଗନ୍ନାଥ SHG ଗ୍ରୁପ ଦୂରା ୧୫୦ ଜଣଙ୍କ ପାଇଁ ରନ୍ଧନ ଖାଦ୍ୟ ପ୍ରସ୍ତୁତ କରାଯାଇ ବି.ଡିପୁର ଗ୍ରାମ ପଂଚାୟତର ଅସହାୟ,ନିସହାୟା, ଗରିବ,ଗୁରୁବା ଓ ନିରାଶ୍ରୟ ବ୍ୟକ୍ତି ମାନଂକୁ ଖାଦ୍ୟ ବଣ୍ଟନ କାଯ୍ୟ ଆଜି ଠାରୁ ସରକାର ଙ୍କ lock down ପ୍ରଯନ୍ତ ଅନିଦ୍ଧିଷ୍ଟ କାଳ ପ୍ରଯନ୍ତ ବଣ୍ଟନ କାଯ୍ୟ ଆରମ୍ଭ କରାଗଲା