
ଜଗନ୍ନାଥ ପ୍ରସାଦ– ବ୍ଲକର ସମେସ୍ତେ ନିଜ ନିଜ ଗ୍ରାମର ରାସ୍ତାରେ କାଠ ପକାଇ ଗାଁକୁ ଆସୁଥିବା ଲୋକଙ୍କୁ ହାତରେ ସାନିଟା ଇଜ, ସାବୁନ ଦେଇ ହାତକୁ ଭଲରେ ଧୋଇକି ଆସିବାକୁ କହୁଛନ୍ତି. ବାହାରେ ରହୁଥିବା ଲୋକଙ୍କୁ ମେଡିକାଲ ଚେକ କରିବା ପରେ ଗ୍ରାମରେ ପଶିବାକୁ ଦଉଛନ୍ତି. ଏବଂ ଗ୍ରାମରେ ବାହାରେ ନ ବୁଲିବାକୁ ଲୋକଙ୍କୁ ସଚେତନତା କରୁଛନ୍ତି. ପୋଲିସ ଏବଂ ପ୍ରଶାସନ ସମଥନ କରୁଛନ୍ତି ଜଗନ୍ନାଥ ପ୍ରସାଦ ଆଇ. ଆଇ. ସି ଶ୍ରୀଯୁକ୍ତ ଯୁବରାଜ ସ୍ୱାଇଁ ନିଜର ଦାୟୀତ୍ୟା ସୁଚାରୁରୂପେ ପାଳନ କରିବା ସହିତ ଜନସାଧାରଣ ଙ୍କୁ ସଚେତନତା କରୁଛନ୍ତି ଏବଂ ପେଟ୍ରୋଲିଙ୍ଗ ଜାରି ରଖିଛନ୍ତି