ନୂଆଦିଲ୍ଲୀ – ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତାଙ୍କର ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ନୀତିଶ କୁମାର ତୃଣମୂଳ ସ୍ତରରୁ ଆସିଥିବା ଜଣେ ଲୋକପ୍ରିୟ ନେତା । ବିହାରର ବିକାଶ ପାଇଁ ଲଗାତାର କାମ କରୁଛନ୍ତି । ସାମାଜିକ ସଶକ୍ତିକରଣ ପାଇଁ ତାଙ୍କର ପ୍ରତିବଦ୍ଧତା ଉଲ୍ଲେଖନୀୟ । ତାଙ୍କର ଦୀର୍ଘ ଓ ନିରାୟମ ଜୀବନ କାମନା କରୁଛି ।
Related Stories
November 24, 2024
November 24, 2024