ଭୁବନେଶ୍ୱର– ଯୋଜନା ବୋର୍ଡକୁ କିପରି କ୍ରିୟାଶୀଳ କରା ଯାଇ ପାରିବ ସେଥି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବି ବୋଲି କହିଛ୍ନ୍ତି ସଂଜୟ ଦାସବର୍ମା । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ସମ୍ପର୍କରେ ଘୋଷଣା ହେବା ପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି । ଏହି ବୋର୍ଡକୁ ନୂଆ ରୂପ ଓ ନୂଆ କଳେବର ଭାବେ ଆପଣ ମାନେ ଆଗାମୀ ଦିନରେ ଦେଖିବେ ବୋଲି ସେ କହିଛନ୍ତି ।
Related Stories
November 23, 2024