ନୂଆଦିଲ୍ଲୀ- ଦିଲ୍ଲୀ ମେଟ୍ରୋର ସେବା ସ୍ୱାଭବିକ ହୋଇଛି । ଦିଲ୍ଲୀ ମେଟ୍ରୋର ସମସ୍ତ ଷ୍ଟେସନରେ ପ୍ରବେଶ ଓ ବାହାରିବା ଗେଟ ଖୋଲା ହୋଇଛି ଓ ସମସ୍ତ ଷ୍ଟେସନରେ ସେବା ସ୍ୱାଭାବିକ ହୋଇଛି ବୋଲି ଦିଲ୍ଲୀ ମେଟ୍ରୋ କର୍ପୋରେସନ ପକ୍ଷରୁ ସୂଚନା ଦିଆ ଯାଇଛି
Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO
