ନୂଆଦିଲ୍ଲୀ- କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆର୍ସେଲର ମିତଲର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତଲଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଶ୍ରୀ ମିତଲଙ୍କ ସହ ତାଙ୍କର ଖୁବ ଭଲ ଆଲୋଚନା ହେଲା । ସଷ୍ଟେନେବଲ ଏନର୍ଜି, ଘରୋଇ ଇସ୍ପାତ ଚାହିଦା ଓ ଅନ୍ୟ ବିଷୟକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।