କେନ୍ଦ୍ରାପଡ଼ା – ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ରାଜ୍ୟ ପ୍ରାଥମିକ ଶିକ୍ଷକ େ‘ଡେରେସନ୍ ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୫% ମହଙ୍ଗା ଭତା, ୭ମ ବେତନ କମିଶନ ଆଧାରରେ ଘରଭଡା ପ୍ରଦାନ, ଅସ୍ଥାୟୀ ନିଯୁକ୍ତିକୁ ସ୍ଥାୟୀ କରିବା ପ୍ରଭୃତି ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ଫେଡେରେସନ୍ର ସଭାପତି ସୁଶାନ୍ତ କୁମାର ବେଉରା, ସାଧାାରଣ ସଂପାଦକ ଭାଗ୍ୟଧର ସ୍ୱାଇଁ, ଉପଦେଷ୍ଟା ଭ୍ରମର ରାଉତ ପ୍ରମୁଖ ବହୁ ଶିକ୍ଷକ ଉପସ୍ଥିତ ରହି ଲିଖିଥ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରିଛନ୍ତି ।
Related Stories
January 18, 2025
January 18, 2025