ଭୁବନେଶ୍ୱର – ରାଜଧାନୀର ଜନତା ମୈଦାନରେ ଚାଲିଥିବା ହସ୍ତତନ୍ତ ପ୍ରଦର୍ଶନୀ ଆସି ସଂଧ୍ୟାରେ ସରିବ । ଫେବୃଅ ।ରୀ ୭ରୁ ଅ ।ରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଲୋକ ମାନଙ୍କର ପ୍ରବଳ ଭୀଡ ପରିଲକ୍ଷିତ ହେଉଛି ।
ମାଟିକଣ୍ଡେଇ, ମାଟିରେ ତିଅ ।ରି ସାମଗ୍ରୀ ସହ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଅ ।କୃଷ୍ଟ ହେଉଛନ୍ତି । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶାଳୟ ପକ୍ଷରୁ ଅ ।ୟୋଜିତ ଏହି ପ୍ରଦର୍ଶନୀରେ ୨୩ଟି ଜିଲ୍ଲାର ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି । ଏହା ଆଜି ସଂଧ୍ୟାରେ ସରିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।