ଭୁବନେଶ୍ୱର– କୋର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ନେଇ ହେବ ଆଲୋଚନା | ଏହାପରେ ସଂସଦୀୟ ବୋର୍ଡକୁ ନା ଯିବ | ଆଜି ସମସ୍ତ ସଦସ୍ୟ ପ୍ରସ୍ତାବ ଦେବେ ଯେଉଁ ନାଁ ଆସିବ ତାହାକୁ ସଂସଦୀୟ ବୋର୍ଡକୁ ପଠାଯିବ | ବୋର୍ଡ ନିଗମ ନେଇ କୋର କମିଟିରେ ମଧ୍ୟ ଆଲୋଚନା ହେବା ନେଇ ଇଙ୍ଗିତ ଦେଇଛନ୍ତି ମନମୋହନ ସାମଲ | ବିଜେପି ରାଜ୍ୟ ସଭାପତି କହିଛନ୍ତି, ଆଜିର କୋର କମିଟି ବୈଠକରେ କିଛି ଏଜେଣ୍ଡା ରହିଛି | ବୈଠକରେ ଯାହା ନିଷ୍ପତି ନିଆଯିବ, ସେଇ ଅନୁସାରେ ଚର୍ଚ୍ଚା ଆଲୋଚନା ହେବ ।
