ପୁରୀ ଜିଲ୍ଲା ବିଭାଜନ ଆଲୋଚନା ମଧ୍ୟରେ ଗୋପ ଓ କୋଣାର୍କକୁ ପୁରୀରେ ରଖିବାକୁ ଅନୁରୋଧ,
ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ
ଏଆଇ ଗଭର୍ଣ୍ଣାନ୍ସ ବିକାଶ ଉପରେ ବ୍ରେକ ନୁହେଁ, ବରଂ ସମାଧାନର ଏକ୍ସିଲେଟର ଅଟେ- ୟୁଏନ ମହାସଚିବ
ଏଆଇକୁ ବିଶ୍ୱସନୀୟ ଡେଟା ଓ ସାର୍ବଜନୀନ ଉତରଦାୟୀ ଉପରେ ଆଧାରିତ ହେବା ଉଚିତ- ଫଡନଭିସ
ଜଳସମ୍ପଦ ବିଭାଗରେ ପ୍ରମୁଖ ଶାସନ ସଚିବଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ
ରାଜ୍ୟରେ ଜାତୀୟ ରାଜପଥ ଓ ଆର୍ଓବି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ
ଓଡ଼ିଶା ଯାତ୍ରୀର ସଫଳତା: ସୁଦୃଢ଼ ହେଲା ନାଗରିକ ସୁରକ୍ଷା, ଜିରୋ କମିଶନରେ ଚାଳକଙ୍କ ରୋଜଗାର ୧୦ କୋଟି ଅତିକ୍ରମ
