ଭୁବନେଶ୍ୱର- ଦ୍ୱିତୀୟ ସରସଂଘଚାଳକ ଶ୍ରୀ ମାଧବ ସଦାଶିବରାଓ ଗୋଲୱାଲକରଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜନୀୟ ଶ୍ରୀ ଗୁରୁଜୀ ମାଧବ ସଦାଶିବରାଓ ଗୋଲୱାଲକରଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।
