
ଜଗନ୍ନାଥ ପ୍ରସାଦ-ଜଗନ୍ନାଥ ପ୍ରସାଦଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡ଼କ୍ଟର ବଦଳର ସିକୁରୀଟି ସେବା ଯୋଗାଇ ଦେବାର ଦେଖିବା କୁ ମିଳୁଛି! ସରକାର ଙ୍କର 5ଟି ଯୋଜନା ଏଠି ଦିଗହରା ହୋଇଛି ଏଲ. ଟି ମଧ୍ୟ ଛୁଟିରେ ମଙ୍ଗଳବାର ପ୍ରଯନ୍ତ ଥିବାରୁ ରକ୍ତପରିକ୍ଷା ମଧ୍ୟ ବନ୍ଦ ଜନସାଧାରଣ ଦୂରରୁ ଆସି ହତାଶ ହଉଛନ୍ତି ଏଥି ପ୍ରତି ସରକାର ନଜର ପଡୁନି ବୋଲି ଲୋକ ମାନଙ୍କ ଅଭିଯୋଗ ହଉଛି. ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି ହୋଉଛି !