ଗଂଜାମ- ଗଂଜାମ ଜିଲ୍ଲାରେ ଗତକାଲିଠାରୁ ମେଘୁଆ ଓ କୋହଲା ପାଗ ଲାଗି ରହିବା ସହ ବିକ୍ଷିପ୍ତ ଭାବେ ବର୍ଷା ହୋଇଥିବା ଜଣାପଡ଼ିଛି । ଚାଷୀଙ୍କ ଧନ ଏଯାଏ ମଣ୍ଡିକୁ ଯାଇନଥିବାରୁ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ବର୍ଷା ରବି ଫସଲ ପାଇଁ ଲାଭଦାୟକ ହେବ ବୋଲି ଚାଷୀମାନେ ଆଶା କରୁଥିବା ବେଳେ ପାଗ ମେଘୁଆ ଲାଗି ରହିଲେ ରବି ଫସଲରେ ପୋକ ଲାଗି ଫସଲ ନଷ୍ଟ କରିବା ଆଶଙ୍କା ମଧ୍ୟ ରହିଛି ।
Related Stories
November 24, 2024
November 24, 2024