ଭୁବନେଶ୍ୱର– ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡିଶାର୍ ମୋର ସବୁ ଭାଇ, ବହେନ୍ ମାନ୍ କେ ଓଡିଶାର ଗଣପର୍ବ ନୂଆଁଖାଇ ତିହାର୍ ଥି ମୋର ନୂଆଁଖାଇ ଜୁହାର୍ । ମାଁ ସମଲେଶ୍ଵରୀ, ମାଁ ପାଟଣେଶ୍ବରୀ ସବକର୍ ଜୀବନ ଥି ସୁଖ ସମରୁଧି ଭରି ଦଉନ୍, ମାଁ ର୍ ପାଖେଁ ଏତ୍ କି ପ୍ରାର୍ଥନା । ଜୟ ମାଁ ସମଲେଶ୍ଵରୀ, ଜୟ ମାଁ ପାଟଣେଶ୍ବରୀ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO