
ଭୁବନେଶ୍ୱର– ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପଶ୍ଚିମ ଓଡିଶାର୍ ମୋର ସବୁ ଭାଇ, ବହେନ୍ ମାନ୍ କେ ଓଡିଶାର ଗଣପର୍ବ ନୂଆଁଖାଇ ତିହାର୍ ଥି ମୋର ନୂଆଁଖାଇ ଜୁହାର୍ । ମାଁ ସମଲେଶ୍ଵରୀ, ମାଁ ପାଟଣେଶ୍ବରୀ ସବକର୍ ଜୀବନ ଥି ସୁଖ ସମରୁଧି ଭରି ଦଉନ୍, ମାଁ ର୍ ପାଖେଁ ଏତ୍ କି ପ୍ରାର୍ଥନା । ଜୟ ମାଁ ସମଲେଶ୍ଵରୀ, ଜୟ ମାଁ ପାଟଣେଶ୍ବରୀ।