
ମଣିପୁରରୁ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ
ଗୋପାଳପୁର -ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆଗେଇ ଚାଲିଛି
ତେହରାନ ଉପରେ ଇସ୍ରାଏଲର ଆକାଶମାର୍ଗରେ ଆକ୍ରମଣରେ ହିଜବୁଲା ନେତାର ପୂର୍ବତନ ବଡିଗାର୍ଡ ଓ ଇରାକୀ ଗ୍ରୁପର କମାଣ୍ଡର ନିହତ
ପାକିସ୍ତାନର ବଲୁଚିସ୍ତାନରେ ବୋମା ବିସ୍ଫୋରଣ, 2 ସୁରକ୍ଷାକର୍ମୀଙ୍କ ମୃତ୍ୟୁ
ମାଲେସିଆର ଜୋହୋର ରାଜ୍ୟରେ ତୈଳ ଭଣ୍ଡାର ଫ୍ୟାସିଲିଟିରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟାବସ୍ଥାରେ ସୁଧାର
ବିହାର, ରାଜସ୍ଥାନ ସମେତ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଦିଲ୍ଲୀକୁ ଛୁଇଁଲା ମୌସୁମୀ
ବିନିକା ବ୍ଲକରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ପଥପ୍ରାନ୍ତ ସଭା
ରାଜ୍ୟରେ ଡାଇରିଆ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ