ଗଂଜାମ, ବ୍ରହ୍ମପୁର ସହରରେ ଦିନକୁ ଦିନ ଚୋରି ଡକାୟତି, ଆକ୍ରମଣ, ହତ୍ୟା କାଣ୍ଡ ଓ ଛିନ୍ତାଇ ଘଟଣା ବୃଦ୍ଧି ପାଉଛି । ଏହା ଉପରେ ରୋକ୍ ଲଗାଇଵା ପାଇଁ ଓ ସହରବାସୀଙ୍କୁ ଅଭୟ ଓ ଆଶ୍ବସ୍ତି ପ୍ରଦାନ ପାଇଁ ଵ୍ରହ୍ମପୁର ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ କରାଯାଇଛି । ଷଣ୍ଢ ମହାନ୍ତିସାହି,ଜଗଵନ୍ଧୁ ସାହି ଓ ହରିଡାଖଣ୍ଡିରେ ଫୁଟ ପାଟ୍ରୋଲିଙ୍ଗ କରାଯାଇଛି । ଏନେଇ ଵ୍ରହ୍ମପୁର ଏସପି ଡକ୍ଟର ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO