
ଗଂଜାମ, ବ୍ରହ୍ମପୁର ସହରରେ ଦିନକୁ ଦିନ ଚୋରି ଡକାୟତି, ଆକ୍ରମଣ, ହତ୍ୟା କାଣ୍ଡ ଓ ଛିନ୍ତାଇ ଘଟଣା ବୃଦ୍ଧି ପାଉଛି । ଏହା ଉପରେ ରୋକ୍ ଲଗାଇଵା ପାଇଁ ଓ ସହରବାସୀଙ୍କୁ ଅଭୟ ଓ ଆଶ୍ବସ୍ତି ପ୍ରଦାନ ପାଇଁ ଵ୍ରହ୍ମପୁର ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ କରାଯାଇଛି । ଷଣ୍ଢ ମହାନ୍ତିସାହି,ଜଗଵନ୍ଧୁ ସାହି ଓ ହରିଡାଖଣ୍ଡିରେ ଫୁଟ ପାଟ୍ରୋଲିଙ୍ଗ କରାଯାଇଛି । ଏନେଇ ଵ୍ରହ୍ମପୁର ଏସପି ଡକ୍ଟର ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।