
ଭଞ୍ଜନଗର- RMC. ଅଫିସ ଠାରେ ଅନୁଷ୍ଠିତ ହୋଇଛି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପ ସଭାପତି ଦିବାକର ବେହେରା, ସେକ୍ରେଟାରୀ ବିଦ୍ୟାଧର ପାଢ଼ୀ, ଏବଂ ବିମଳ ତ୍ରିପାଠୀ, ସୁଶାନ୍ତ କୁ ପଣ୍ଡା, ଅମୟ କୁ ଗୌଡ଼ ଓ ସମସ୍ତ 8ଟା ଜିଲ୍ଲା ର ସୁପରବାଇଜର, ମିଟର ରିଡର ଉପସ୍ଥିତ ରହି ଥିଲେ ସେଠାରେ ମିଟର ରିଡର ମାନଙ୍କୁ ସର୍ବନିମ୍ନ ମଜୁରୀ ଦେବା, ମାସକୁ ମାସ ଦରମା ଦେବା ଉପରେ ସଭାପତି କହିଥିଲେ 15ବର୍ଷ ହେଲା ଖଟି ପରିବାର ପୋଷିବା ବହୁତ କଷ୍ଟ 4000ରୁ 5000ରେ ଚଳିବା କଷ୍ଟରେ ହେଲେ ସରକାର ନା ସାଉଥକୋ ଦୁଃଖ ବୁଝୁନି, 3ମାସ ସମୟ ମାଗି ସାଉଥକୋ ର ଅଫିସର କିଛି କଲେନି ଯଦି କିଛି ନ କରନ୍ତି ଆଗକୁ ଆନ୍ଦୋଳନ ହବ ବୋଲି କହିଛନ୍ତି.

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO