
ଭଞ୍ଜନଗର- RMC. ଅଫିସ ଠାରେ ଅନୁଷ୍ଠିତ ହୋଇଛି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପ ସଭାପତି ଦିବାକର ବେହେରା, ସେକ୍ରେଟାରୀ ବିଦ୍ୟାଧର ପାଢ଼ୀ, ଏବଂ ବିମଳ ତ୍ରିପାଠୀ, ସୁଶାନ୍ତ କୁ ପଣ୍ଡା, ଅମୟ କୁ ଗୌଡ଼ ଓ ସମସ୍ତ 8ଟା ଜିଲ୍ଲା ର ସୁପରବାଇଜର, ମିଟର ରିଡର ଉପସ୍ଥିତ ରହି ଥିଲେ ସେଠାରେ ମିଟର ରିଡର ମାନଙ୍କୁ ସର୍ବନିମ୍ନ ମଜୁରୀ ଦେବା, ମାସକୁ ମାସ ଦରମା ଦେବା ଉପରେ ସଭାପତି କହିଥିଲେ 15ବର୍ଷ ହେଲା ଖଟି ପରିବାର ପୋଷିବା ବହୁତ କଷ୍ଟ 4000ରୁ 5000ରେ ଚଳିବା କଷ୍ଟରେ ହେଲେ ସରକାର ନା ସାଉଥକୋ ଦୁଃଖ ବୁଝୁନି, 3ମାସ ସମୟ ମାଗି ସାଉଥକୋ ର ଅଫିସର କିଛି କଲେନି ଯଦି କିଛି ନ କରନ୍ତି ଆଗକୁ ଆନ୍ଦୋଳନ ହବ ବୋଲି କହିଛନ୍ତି.
