ଭୁବନେଶ୍ୱର– ଦେଶର ଯୁଦ୍ଧକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପୁଣି ଥରେ ପରବର୍ତ୍ତୀ ମୁହୂର୍ତ୍ତରେ ବିଜ୍ଞପ୍ତି ପ୍ରକାଶ କରିବ Iପରୀକ୍ଷାର୍ଥୀ ମାନଙ୍କୁ ୱେବସାଇଟ ସହ ଯୋଡି ହୋଇ ରହିବାକୁ ସୂଚନା ଦିଆଯାଇଛି ।