
ଗଞାମ, ଶେରଗଡ ବ୍ଲକ ର ପିତ୍ତଳ ବଡସାହି,ବଜାରସାହିଓ ପିତ୍ତଳ ରୋଡରେ ତିନୋଟି କ୍ଲିନିଂ ଖୋଲି ଏବଂ ନିଜକୁ ଜଣେ ଏମବିବିଏସ ଡାକ୍ତର ବୋଲି ପରିଚୟ ଦେଇ ଜଣେ ନକଲିଡାକ୍ତର (କ୍ୱାକ) ଗରୀବ ,ଅଶିକ୍ଷିତ ଲୋକଙ୍କୁ ଚିକିତ୍ସା କରିବା ବାହାନାରେ ଶୋଷଣ କରି ରୋଗୀ କୁଂ ବିପଦ ମୁଖକୁଠେଲି ଦେଇଛନ୍ତି । ହିଞ୍ଜିଳିକାଟୁ ଥାନା ପୁଲିସ୍ ଘଟଣା ର ତଦନ୍ତ କରି ସଂପୃକ୍ତ ନକଲି ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।