
ନୂଆଦିଲ୍ଲୀ– ହିମାଚଳ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁପମ ପ୍ରାକୃତିକ ଛିଟା ଓ ରଙ୍ଗବେରଙ୍ଗ ଲୋକ ପରମ୍ପରାରେ ସମୃଦ୍ଧ ଦେବଭୂମି ହିମାଚଳ ପ୍ରଦେଶର ସମସ୍ତ ନାଗରିକଙ୍କୁ ହିମାଚଳ ଦିବସର ହାର୍ଦ୍ଦିକ ଶୁଭକାମନା ।
ଏହି ରାଜ୍ୟ ନା କେବଳ ନିଜ ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ ବରଂ ଏଠାକାର ପରିଶ୍ରମୀ ଓ ଉଦାର ଜନଜୀବନ ପାଇଁ ବି ପରିଚିତ ଅଟେ । ହିମାଚଳର ନିରନ୍ତର ପ୍ରଗତି ଓ ଖୁସିର କାମନା କରୁଛି ।