
ଭୁବନେଶ୍ୱର– ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ଭାରତରତ୍ନ ତଥା ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଆଧୁନିକ ଭାରତର ନିର୍ମାତା ତଥା ଭାରତୀୟ ସମ୍ବିଧାନର ପ୍ରଣେତା, ଦେଶରେ ସମରସତା ଏବଂ ସୌହାର୍ଦ୍ଦ୍ୟ ପାଇଁ ପଥ ପରିଷ୍କାର କରିଥିବା, ଭରତ ରତ୍ନ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କର ଭାରତୀୟ ଗଣତାନ୍ତ୍ରିକ ପରମ୍ପରା ପ୍ରତିଷ୍ଠା କରିବାରେ ଏକ ପ୍ରମୁଖ ଅବଦାନ ରହିଛି ।