ଭୁବନେଶ୍ୱର- କରୋନା ଭାଇରସ୍ ପରୀକ୍ଷଣ ନିମନ୍ତେ ଯେଉଁ ୪ ଜଣଙ୍କର ରକ୍ତ ନମୂନା ପୁଣେ ପଠାଯାଇଥିଲା, ତାହାର ରିପୋର୍ଟ ହସ୍ତଗତ ହୋଇଛି । ଏଥିରେ ରିପୋର୍ଟ ନେଗେଟିଭ୍ ଥିବା ଅର୍ଥାତ୍ କରୋନା ଭୂତାଣୁ ନଥିବା ସ୍ପଷ୍ଟ ହୋଇଥିବା ନେଇ ଡ଼ିଏମଇଟି ଡା. ଚୌଧୁରୀ ବି.କେ. ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ୧୦ ଜଣଙ୍କ ଉପରେ ନଜର ରଖାଯାଇଛି । ଯେଉଁମାନେ ମାଲେସିଆ ଓ ସଙ୍ଗାପୁରରୁ ଆସୁଛନ୍ତି ସେମାନଙ୍କୁ ଚେକିଂ କରାଯାଉଛି ।
Related Stories
January 16, 2025