ବଲାଙ୍ଗିର– ଖପ୍ରାଖୋଲ ଥାନା ଅଞ୍ଚଳ ବଲାଙ୍ଗିର- ବରଗଡ଼ ସୀମାନ୍ତ ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ- ମାଓବାଦୀ ଗୁଳି ବିନିମୟ ହୋଇଥିବା ବେଳେ ପାହାଡ ଭିତରେ ମାଓବାଦୀ ଲୁଚି ରହିଥିବା ସନ୍ଦେହର ପୋଲିସ ଗୁଳିବିନିମୟ ଜାରି ରହିଛି । ଜଙ୍ଗଲ ଭିତରେ ପୋଲିସର କୁମ୍ବିଂ ଜାରି ରହିଥିବା ଜଣାପଡିଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO